କରୋନା ପ୍ରିକସନ ଡୋଜ ପାଇଁ ଖୋଲିଲା ସ୍ଲଟ

କାଲିଠାରୁ କୋୱିନ ଆପରେ କରିପାରିବେ ପଞ୍ଜିକରଣ ଭୁବନେଶ୍ବର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି। ଆସନ୍ତା କାଲିଠାରୁ କୋ-ୱିନ ଆପରେ ପଞ୍ଜିକରଣ କରିହେବ। କାଲିଠୁ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ … Continue reading କରୋନା ପ୍ରିକସନ ଡୋଜ ପାଇଁ ଖୋଲିଲା ସ୍ଲଟ